LIVE ODISHA ATABIRA SARAPANCHA

824 views

Watch LIVE ODISHA ATABIRA SARAPANCHA With HD Quality.

You may also like

  • Watch LIVE ODISHA ATABIRA SARAPANCHA Video
    LIVE ODISHA ATABIRA SARAPANCHA

    Watch LIVE ODISHA ATABIRA SARAPANCHA With HD Quality

    News video | 824 views

  • Watch NAC Election ||Atabira || Nomination of BJD Video
    NAC Election ||Atabira || Nomination of BJD

    Today Nomination filed by BJD candidates for 12 wards of Atabira . BARGARH

    Watch NAC Election ||Atabira || Nomination of BJD With HD Quality

    News video | 429 views

  • Watch Nomination Filled at Atabira NAC Election Video
    Nomination Filled at Atabira NAC Election

    ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ଆଗାମୀ ଏପ୍ରିଲ 3 ତାରିଖ ରେ ଥିବାବେଳେ ଆଜି 17,3,2018ରେ ପ୍ରାର୍ଥୀ ଫୋର୍ମ ଓ ନୋମିନସନ ଦାଖଲ ର ଶେଷ ତାରିଖ ଥିଲା । ଆଜି କଂଗ୍ରେସ ଦଳ ସ୍ଥାନୀୟ ଶ୍ରୀ ରାମ ବାବା ମଠ ଠାରୁ ଏକ ବିଶାଳ ଶୋଭା ଯାତ୍ରା ରେ ବାହାରି ନଗର ପରିକ୍ରମା ସହ ସ୍ଥାନୀୟ ଦୁର୍ଗା ମନ୍ଦିର ଦର୍ଶନ ପରେ ନିର୍ବାଚନୀ କାର୍ଯ୍ୟାଳୟ ଠାରେ ବାକିଥିବା 3 ଟି ନାମାଙ୍କନ ପତ୍ର ଦାଖଲ କରିଥିଲା । ସେହିପରି ସ୍ୱାଧୀନ ପ୍ରାର୍ଥୀ 2ଟି ,ବିଜେଡି 1ଟି , ବିଜେପି 1ଟୀ ଓ ବହୁଜନ ସମାଜ ପାର୍ଟି 1ଟି ନାମାଙ୍କନ ପତ୍ର ଦାଖାଳକରି ସମୁଦାୟ 39ଟି ପ୍ରାର୍ଥୀ ଦାଖଲ ହୋଇଥିଲା। ସେହିପରି କଂଗ୍ରେସ ନିଜ ମୂଳଗଡ ଫେରାଇ ଆଣି ପୁଣି ଶାସନ ଭାର ହାତେଇ ନେବାକୁ ପ୍ରାଣପଣେ ଚେଷ୍ଠା କରିଛି । ଗତନିର୍ବାଚନ ରେ ଅଂଚଳ ର ଟାଲ ଟୁଲ ନୀତିଯୋଗୁଁ 6 ଟି ସିଟ ନେଇଥିବା ବେଳେ ଶାସନ ଭାର ହାତେଇ ନେଇଥିଲା ସତ କିନ୍ତୁ ବିଜେଡି ମଧ୍ୟ 6ଟି ଥିବାଯୋଗୁଁ ଶାସନ ଭାର ଦୁହିଁ ଙ୍କ ମଧ୍ୟରେ ରହିଥିଲା । ମୁକ୍ତ ଶାସନ ଚଳାଇବା ସମ୍ଭବ ହୋଇନଥିଲା । ଏଥର କିନ୍ତୁ କଂଗ୍ରେସ 12/0 ବିଜୟ ର ଲକ୍ଷ ରଖି ଅଂଚଳ ରେ ଲାଗି ରହିଥିବା ଅବ୍ୟବସ୍ଥା ଓ ଅନିୟମିତତା କୁ ଦୂର କରି ଅଞ୍ଚଳ ର ବିକାଶ ଦିଗରେ ଲାଗିି ବିଗତ ଦିନରେ ରୋକ ଲାଗିଥିବା କାର୍ଯ୍ୟକୁ ପୁରକରିବାର ସଂକଳ୍ପ ନେଇ ଶେଷ ତାରିଖ ରଣକ୍ଷେତ୍ର ରେ ପାଦ ଦେଇଥିବାର ଜାହିର କରିଥିଲା।

    Watch Nomination Filled at Atabira NAC Election With HD Quality

    News video | 852 views

  • Watch Preparation Meeting || Atabira NAC Election Video
    Preparation Meeting || Atabira NAC Election

    Watch Preparation Meeting || Atabira NAC Election With HD Quality

    News video | 909 views

  • Watch Atabira NAC Election || Snehangini Chhuria Video
    Atabira NAC Election || Snehangini Chhuria

    ଅତାବିରା N.A.C.ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟର ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢ଼ି ବଢ଼ି ଯାଉଛି। ବିକଶିତ ଅତାବି ରା ଆମର ଲକ୍ଷ ବୋଲି ପ୍ରଚାର କରୁଛନ୍ତି ମନ୍ତ୍ରୀ ଶ୍ରୀମତି ସ୍ନେହାଙ୍ଗିନି ଛୁରୀଆ ଦଳୀୟ କର୍ମୀ ମାନଙ୍କ ସହ ପ୍ରତ୍ୟୋକ୍ ୱାର୍ଡର ସମସ୍ୟା ଲୋକଙ୍କ ସହ ଆଲୋଚନା କରି ନିଜେ ପ୍ରଚାର କରୁଛନ୍ତି।

    Watch Atabira NAC Election || Snehangini Chhuria With HD Quality

    News video | 829 views

  • Watch Atabira NAC Election|| Political wars Video
    Atabira NAC Election|| Political wars

    Atabira Election today

    Watch Atabira NAC Election|| Political wars With HD Quality

    News video | 1074 views

  • Watch Atabira NAC Election Result Declared||. BJD cleanswip Video
    Atabira NAC Election Result Declared||. BJD cleanswip

    BJD wins all 12 seat in Atabira NAC Election today

    Watch Atabira NAC Election Result Declared||. BJD cleanswip With HD Quality

    News video | 765 views

  • Watch Elected NAC Atabira Chairman || BARGARH Video
    Elected NAC Atabira Chairman || BARGARH

    ଅତାବିରା ଏନଏସି ର ଅଧ୍ୟକ୍ଷା ଭାବେ ୱାର୍ଡ ନ. ୩ର କାଉନସିଲର ଦିପାଞ୍ଜଳୀ ଭରାସାଗର ମନୋନୀତ ହୋଇଛନ୍ତି | ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଗୁରୁବାର ଏହା ଘୋଷଣା କରିଛନ୍ତି | ପ୍ରକାଶ ଯେ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟିକା ତଥା ହସ୍ତତନ୍ତ ଓ ବୟାନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଦୀପାଞ୍ଜଳୀଙ୍କୁ ଅଧ୍ୟକ୍ଷା ଭାବେ ଚୟନ କରିଥିଲେ | ଏଥିପାଇଁ ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିଲେ | ଫଳରେ ସେ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି |

    Watch Elected NAC Atabira Chairman || BARGARH With HD Quality

    News video | 1314 views

  • Watch ATABIRA VHIMSAR UPDATE Video
    ATABIRA VHIMSAR UPDATE

    Watch ATABIRA VHIMSAR UPDATE With HD Quality

    News video | 573 views

  • Watch Blood Donation Camp # Atabira # Bargarh Video
    Blood Donation Camp # Atabira # Bargarh

    ରବିବାର ଦିନ ଅତାବିରା ମାରୱାଡି ଯୁବ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଅବସର ରେ ସ୍ଥାନୀୟ ଆଇଆଇସି ଗୌରାଙ୍ଗ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ଓ ରକ୍ତ ଦାନ ର ମହତ୍ୱ ବିଷୟରେ ଆଲୋଚନ କରାଯାଇଥିଲା |ଏହି ଅବସରରେ ମାରୱାଡି ଯୁବାମଂଚ ର ସଭାପତି ବିପୁଳ ଅଗ୍ରୱାଲ, ସମ୍ପାଦକ ଆଲୋକ ଅଗ୍ରୱାଲ, ସନ୍ଦୀପ ଅଗ୍ରୱାଲ, ରମେଶ ଅଗ୍ରୱାଲ, ଉମେଶ ଅଗ୍ରୱାଲ, ସୌରଭ ଅଗ୍ରୱାଲ,ଶିବ ଶଙ୍କର ଅଗ୍ରୱାଲ, ଶ୍ୟାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅତାବିରା ଜାଗୃତି ଶାଖାର ସଦସ୍ୟ ସଦସ୍ୟା ମାନେ ପୁର୍ଣ ମାତ୍ରାରେ ସହଯୋଗ କରିଥିଲେ | ଏଥିରେ ୫୦ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ବୁର୍ଲା ରକ୍ତ ଭଣ୍ଡାର ର ଡ଼.ଏସ.ଏନ. ପାଟଯୋଶୀ, ଟେକନିସିଆନ ଏସ.ଏମ.ମଲିକ ଓ ମୋହନ ପଧାନ, ମୋଟୀଭେଟର ଲାଲୁ ବିଶ୍ୱାସ, ସହଯୋଗୀ ଗଣେଶ ପଧାନ ଓ ବିନୋଦ ସାହୁ ରକ୍ତ ସଂଗ୍ରହ ଦାୟିତ୍ୱରେ ଥିଲେ |

    Watch Blood Donation Camp # Atabira # Bargarh With HD Quality

    News video | 766 views

Vlogs Video

Commedy Video