BJD ରେ ସାମିଲ୍ ହେଲେ Varsha Priyadarsini ! କେଉଁଠୁ ଲଢ଼ିବେ ନିର୍ବାଚନ? Election 2O24 | PPL Odia

7 views

ପୂର୍ବରୁ ବିଜେଡ଼ିର ଷ୍ଟାର୍ ପ୍ରଚାରକ ଭାବେ କାର୍ଯ୍ୟ କରୁଥିବା ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ୍ ହୋଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ନାରୀ ସଶକ୍ତିକରଣ ଯୋଜନାରେ ଆକୃଷ୍ଟ ହୋଇ ବର୍ଷା ବିଜେଡିରେ ମିଶିଥିବା ନେଇ ମତବ୍ୟକ୍ତ କରିଛନ୍ତି |
#Odia #Odisha #OdiaNews #OdishaNews #PPLOdia #BarshaPriyadarshini #Bjd #Election2024


✤ ✤ ✤We are from PPL NEWS Network- :

LIKE | COMMENT | SHARE |
SUBSCRIBE

SUBSCRIBE PPL EXPRESS -: https://www.youtube.com/channel/UCpxbjMU9Bxx2juLfmN4oStg

SUBSCRIBE PPL -:
https://www.youtube.com/channel/UCfA5hq5og_ZFQNwIBJkQHyw

SUBSCRIBE TRENDING ODISHA-: https://www.youtube.com/channel/UC9bYqhCbqfFxchx1IQHHZUw

SUBSCRIBE OUR CHANNEL FOR MORE UPDATES

For Advertisement and Promotion- Whatsapp On 9090202485

BJD ରେ ସାମିଲ୍ ହେଲେ Varsha Priyadarsini ! କେଉଁଠୁ ଲଢ଼ିବେ ନିର୍ବାଚନ? Election 2O24 | PPL Odia.

You may also like

News Video

Commedy Video