Flood Affected in Boipariguda, Koraput

283 views

Watch Flood Affected in Boipariguda, Koraput With HD Quality.

You may also like

  • Watch Flood Affected in Boipariguda, Koraput Video
    Flood Affected in Boipariguda, Koraput

    Watch Flood Affected in Boipariguda, Koraput With HD Quality

    News video | 283 views

  • Watch Flood in Agra | Agra Shorts | Flood Shorts | Flood News Today | Flood in UP #shorts Video
    Flood in Agra | Agra Shorts | Flood Shorts | Flood News Today | Flood in UP #shorts

    flood in agra | agra shorts | flood shorts | flood news today | flood in up #shorts #agra #flood #hindinews #upnews #upnewshindi #agranews #reels
    आगरा वासियों को डराने लगा यमुना का बढ़ता हुआ जलस्तर लगातार जलस्तर बढ़ने से लोगों में दहशत तटवर्ती इलाकों से लेकर शहर में पानी ने किया प्रवेश आपको बता दें लगभग 40 साल बाद यमुना का इतना रौद्र रूप देखने को मिल रहा है यमुना किनारे स्थित प्राचीन कैलाश महादेव मंदिर के प्रांगण में पानी ने प्रवेश कर लिया है मंदिर और आसपास की जगह को अपनी चपेट में ले लिया है सावन माह के चलते मंदिर में भक्तों की भीड़ लगी रहती है जिसके कारण खतरा बना हुआ है मंदिर के महंत और प्रशासन ने जनता से की अपील की मंदिर में दर्शन के लिए अभी ना आए और बाढ़ के खतरे को देखते हुए मेले का आयोजन भी टाल दिया गया है आगरा में यमुना का जलस्तर 499 पर पहुंच गया है जो भी खतरे के निशान 495 से 4 फुट ऊपर चल रहा है जिसको देखते हुए प्रशासन ने तटवर्ती इलाके पर लोगों को जागरूक करना शुरू कर दिया है


    About This Channel ????
    Welcome to KKD News, your go-to source for the latest news updates. We provide up-to-the-minute coverage of all the breaking news, current affairs, and developments in the region. Stay tuned to our YouTube channel for the most comprehensive and reliable updates on UP news in Hindi. Our dedicated team of journalists brings you live updates, analysis, and interviews with key stakeholders. From political happenings to social issues.

    News video | 423 views

  • Watch Annual Function || Modern English Medium School || Boipariguda, Koraput-1 Video
    Annual Function || Modern English Medium School || Boipariguda, Koraput-1

    ବୈପାରୀଗୁଡା (ଏନ. ସନ୍ତୋଷ) କୋରାପୁଟ ଜିଲ୍ଲା ବୈପାରୀଗୁଡା ସ୍ଥିତ ଏମ.ଇ.ସ୍କୁଲ ପଡିଆ ଠାରେ ମୋଡେର୍ନ ଇଂରାଜୀ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି |
    ଅତିଥି ମାନେ ଭାଷଣ ମାଧ୍ୟମରେ ସରକାରଙ୍କ ଉଦ୍ୟମରେ ଇଂରାଜୀ ଶିକ୍ଷା ପାଇଁ ଗରିବ ପିଲାଙ୍କୁ କିପରି ଉପକୃତ ହେବେ ଜଣାଇଥିଲେ | କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା |ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ପତ୍ତନୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

    Watch Annual Function || Modern English Medium School || Boipariguda, Koraput-1 With HD Quality

    Dance video | 1628 views

  • Watch Annual Function || Boipariguda,Koraput || Modern School Video
    Annual Function || Boipariguda,Koraput || Modern School

    ବୈପାରୀଗୁଡା (ଏନ. ସନ୍ତୋଷ) କୋରାପୁଟ ଜିଲ୍ଲା ବୈପାରୀଗୁଡା ସ୍ଥିତ ଏମ.ଇ.ସ୍କୁଲ ପଡିଆ ଠାରେ ମୋଡେର୍ନ ଇଂରାଜୀ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି |
    ବିଦ୍ୟାଳୟର ସମ୍ପାଦକ ପି.ସୁରେଶ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ବୈପାରୀଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାତରଂ ଲେୟାଙ୍ଗି, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧୀର କୁମାର ରଥ, ସମ୍ମାନୀୟ ଅତିଥି ଭାବେ ବୈପାରୀଗୁଡା ପଂଚାୟତ ସମିତି ଅଧ୍ୟକ୍ଷା ସରାଜନୀ କାଣ୍ଡିକି, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତ, ସ୍ଥାନୀୟ ସରପଞ୍ଚ ଭାଗିରଥି ମୁଁଜିଆ ଯୋଗ ଦେଇଥିଲେ | ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇଥିଲା |

    Watch Annual Function || Boipariguda,Koraput || Modern School With HD Quality

    Dance video | 1049 views

  • Watch Congress Youth Meeting# Boipariguda, Koraput Video
    Congress Youth Meeting# Boipariguda, Koraput

    ବୈପାରୀ ଗୁଡା ରେ କଂଗ୍ରେସସ ସକ୍ରିୟ

    କୋରାପୁଟ ଜ଼ିଲ୍ଲା ବୈପାରୀ ଗୁଡା ସଦର ମୁହକୁମା ସ୍ଥିତ ଏକ ସଭା ଗୃହ ରେ ଆଜି ବୈପାରୀ ଗୁଡା ଯୁବ କଂଗ୍ରେସ ତରଫରୁ ଯୁବ ଅଧିକାର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥୀ ଭାବେ ସର୍ବ ଭାରତୀୟ ଯୁବ କଂଗ୍ରେସସ ଉପ ସଭାପତି ବି ଭି ଶ୍ରୀନିବାସ ଯୋଗ ନେଇ ଥିବା ବେଳେ ସମାନନୀୟ ଅତିଥୀ ଭାବେ ଓଡିଶା ଯୁବ କଂଗ୍ରେସସ ସଭାପତି ଲୋକନାଥ ମହାରଥୀ , ଯୁବ କଂଗ୍ରେସସ ଓଡିଶା ପ୍ରଭାରୀ ପୂର୍ଣଚନ୍ଦ୍ର ପାଢି ପୂର୍ବତନ ସଂସଦ ତଥା କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ , ଲକ୍ଷ୍ମୀପୁର ବିଧାୟକ କୈଳାଶ କୂଳଶୀକ , କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆ ସହ ବହୁ ନେତା ଯୋଗ ଦେଇ ଥିଲେ |ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ଉପସ୍ଥିତ ହଜାର ହଜାର କଂଗ୍ରେସସ କର୍ମୀ ଙ୍କୁ ବୁଝା ଯାଇ ଥିଲା | ଦୁଃଖ ରେ ଥିବା ଚାଷୀ , ଯୁବକ ଓ ଗରିବ ଲୋକ ମାନଙ୍କର ସମସ୍ୟା ଦୂର କରିବା ପାଇଁ ଆଗାମୀ ନିର୍ବାଚନ ରେ କଂଗ୍ରେସସ କୁ ଭୋଟ ଦିଅ ବୋଲି ବୁଝାଇ ଥିବାର ଦେଖିବାକୁ ମିଳିଛି |ଏହି କାର୍ଯ୍ୟକ୍ରମ କୁ ବୈପାରୀ ଗୁଡା ଜୁନ- 1 ସଭାପତି ବିରୁ ପ୍ରସାଦ ପଣ୍ଡା , ଜୁନ -2 ସଭାପତି ଗୌରଚନ୍ଦ୍ର ପାତ୍ର , ପି ସି ସି ସଭ୍ୟ ପି ରମେଶ ପତ୍ର , ଯୁବ ସଭାପତି ଲକ୍ଷ୍ମଣ ନାୟକ , ସତ୍ୟନାରାୟଣ ମହାନ୍ତି , ରାମ ଖାଲ ଙ୍କ ସହ ବହୁ କଂଗ୍ରେସସ କର୍ମୀ ସହଯୋଗ କରି ଥିଲେ |ଏହି ସମାବେଶ ଆଗାମୀ ଦିନ ରେ କିପରି ପ୍ରଭାବ ପଡିବ ତାହା ଦେଖିବାକୁ ବାକି ରହିଲା

    Watch Congress Youth Meeting# Boipariguda, Koraput With HD Quality

    News video | 1161 views

  • Watch Majhiguda School # Koraput, Boipariguda Video
    Majhiguda School # Koraput, Boipariguda

    Watch Majhiguda School # Koraput, Boipariguda With HD Quality

    News video | 978 views

  • Watch Road Damage # Boipariguda # Koraput Video
    Road Damage # Boipariguda # Koraput

    Watch Road Damage # Boipariguda # Koraput With HD Quality

    News video | 17116 views

  • Watch Collector Grievience # Boipariguda # Koraput Video
    Collector Grievience # Boipariguda # Koraput

    Watch Collector Grievience # Boipariguda # Koraput With HD Quality

    News video | 1878 views

  • Watch ଖଟିଆରେ ବୁହା ହେଲେ ପୁଣି  ଗର୍ଭବତୀ  #  Boipariguda, Koraput Video
    ଖଟିଆରେ ବୁହା ହେଲେ ପୁଣି ଗର୍ଭବତୀ # Boipariguda, Koraput

    ବୈପାରୀଗୁଡା (ଏନ.ସନ୍ତୋଷ କୁମାର): ଗ୍ରାମାଞ୍ଚଳ ବିକାଶ ପାଇଁ ସରକାରଙ୍କ ମାଲାମାଲ ଯୋଜନା କେବଳ ବିଜ୍ଞାପନ ରେ ସୀମିତ | ଏହି ଯୋଜନା ଗୁଡିକ ସାଧାରଣ ଲୋକଙ୍କ ବାସ୍ତବିକ ଜୀବନରେ ସାହାଯ୍ୟ ଆସୁନଥିବାର ଜଣାପଡିଛି | ସେହିପରି ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଂଚାୟତ ର କାଉଗନ୍ଧଲି ଗ୍ରାମରେ | ଉକ୍ତ ଗ୍ରାମର ମଙ୍ଗୁଲୁ ଖିଲଙ୍କ ଗର୍ଭବତୀ ସ୍ତ୍ରୀ କମଳା ଖିଲଙ୍କ ପେଟ ଯନ୍ତ୍ରଣା ଲାଗି ନିକଟସ୍ଥ ମେଡିକାଲ ରାମଗିରି ନେବା ପାଇଁ ଆମ୍ବୁଲାନ୍ସ କୁ ଯୋଗାଯୋଗ କଲେ ଗ୍ରାମବାସୀ ହେଲେ କାଦୁଅ ରାସ୍ତା ଲାଗି ପଣଷପୁଟ ରାସ୍ତାର ଏକ କଲଭର୍ଟ ପାଖରେ ଗାଡି ଅଟକି ଗଲା | ସେଥିପାଇଁ ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ଖଟିଆରେ ଆଠ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସରେ ମେଡିକାଲକୁ ନେଇଥିଲେ | ଏହି ପରିଘାତଣା ପୂର୍ବରୁ ଅନେକ ଥର ଘଟିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ | ଏହି ଅଂଚଳ ପାଇଁ ସରକାରଙ୍କ ନିଦ କେବେ ଭାଙ୍ଗିବା ଏବଂ ଲୋକଙ୍କ ଦୁଃଖ କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା |

    Watch ଖଟିଆରେ ବୁହା ହେଲେ ପୁଣି ଗର୍ଭବତୀ # Boipariguda, Koraput With HD Quality

    News video | 334 views

  • Watch School Roof Felldown # Boipariguda # Koraput Video
    School Roof Felldown # Boipariguda # Koraput

    Watch School Roof Felldown # Boipariguda # Koraput With HD Quality

    News video | 391 views

Vlogs Video

Commedy Video