କୋରାପୁଟ ଜିଲ୍ଲା ବୈପାରୀଗୁଡା ଗାଂଧିପୁର ସ୍ଥିତ ଅକ୍ସଫୋର୍ଡ ଇଂରାଜୀ ବିଦ୍ୟାଳୟ ର ତୃତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି |ଏହି ବିଦ୍ୟାଳୟର ପ୍ରିନସିପାଲ କଲ୍ୟାଣୀ ବଘାର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାର୍ଷିକ ଉତ୍ସବକୁ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାନ୍ଦିକି ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ଶିକ୍ଷା ଅଧିକାରୀ ମହେଶ୍ୱର ନାୟକ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାତରମ ଳୋୟାଂଗି, ସମ୍ମାନୀୟ ଅତିଥି ଭାବେ ଗୋଷ୍ଠୀ ଅଧିକାରୀ ସୁଧୀର କୁମାର ରଥ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା ଯୋଗ ଦେଇଥିଲେ | ଅତିଥି ମାନେ ଭାଷଣ ମାଧ୍ୟମରେ ଛାତ୍ର,ଛାତ୍ରୀ,ଅଭିଭାବକ ମାନଙ୍କ ଦାଇତ୍ୱ ବିଷୟରେ ବୁଝାଇଥିଲେ ଏବଂ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା | ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ ନାଚ,ଦେଶଭକ୍ତି ନାଚ,ଗୀତ ଓ ଅନ୍ୟାନ୍ୟ ନାଚ ଗୀତ ଦେଖିବାକୁ ମିଳିଥିଲା |
Watch Annual Function|| Oxford English School|| With HD Quality.

Watch Annual Function|| Oxford English School|| With HD Quality
Dance video | 724 views
oxford public school Hamirpur annual functionWatch oxford public school Hamirpur annual function With HD Quality
News video | 4209 views
Oxford International School Manzhar Celebrated Annual Day.
Oxford International School Manzhar Celebrated Annual Day.
News video | 243 views
ବୈପାରୀଗୁଡା (ଏନ. ସନ୍ତୋଷ) କୋରାପୁଟ ଜିଲ୍ଲା ବୈପାରୀଗୁଡା ସ୍ଥିତ ଏମ.ଇ.ସ୍କୁଲ ପଡିଆ ଠାରେ ମୋଡେର୍ନ ଇଂରାଜୀ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି |
ବିଦ୍ୟାଳୟର ସମ୍ପାଦକ ପି.ସୁରେଶ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ବୈପାରୀଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାତରଂ ଲେୟାଙ୍ଗି, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧୀର କୁମାର ରଥ, ସମ୍ମାନୀୟ ଅତିଥି ଭାବେ ବୈପାରୀଗୁଡା ପଂଚାୟତ ସମିତି ଅଧ୍ୟକ୍ଷା ସରାଜନୀ କାଣ୍ଡିକି, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତ, ସ୍ଥାନୀୟ ସରପଞ୍ଚ ଭାଗିରଥି ମୁଁଜିଆ ଯୋଗ ଦେଇଥିଲେ | ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇଥିଲା |
Watch Annual Function || Modern English Medium School || Boipariguda, Koraput With HD Quality
Dance video | 2226 views
ବୈପାରୀଗୁଡା (ଏନ. ସନ୍ତୋଷ) କୋରାପୁଟ ଜିଲ୍ଲା ବୈପାରୀଗୁଡା ସ୍ଥିତ ଏମ.ଇ.ସ୍କୁଲ ପଡିଆ ଠାରେ ମୋଡେର୍ନ ଇଂରାଜୀ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି |
ଅତିଥି ମାନେ ଭାଷଣ ମାଧ୍ୟମରେ ସରକାରଙ୍କ ଉଦ୍ୟମରେ ଇଂରାଜୀ ଶିକ୍ଷା ପାଇଁ ଗରିବ ପିଲାଙ୍କୁ କିପରି ଉପକୃତ ହେବେ ଜଣାଇଥିଲେ | କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା |ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ପତ୍ତନୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
Watch Annual Function || Modern English Medium School || Boipariguda, Koraput-1 With HD Quality
Dance video | 1628 views
Watch BHAGWATI SCHOOL SCHOOL JALARI NADAUN ANNUAL PRIZE DISTRIBUTION FUNCTION PART 2 With HD Quality
News video | 1126 views
News , Informations , Social , Spiritual Etc.
Watch Annual function of RD SCHOOL school.... With HD Quality
News video | 989 views
आक्सफोर्ड इंटरनेशनल स्कूल हमीरपुर में जन्माष्टमी पर्व पर बच्चोंनेलुत्फ उठाया तो बच्चों ने रंग बिरंगे परिधानो में पहुंच कर जन्माष्टमी पर्व कीशोभा बढाई। तो कुछ नन्हें मुन्नों ने भगवान श्रीकृष्ण और राधा बनकर जन्माष्टमी पर्व पर श्रीकृष्ण लीलाओं का वर्णन किया। इस अवसर पर स्कूल प्रबंधक विकास दीक्षित ने जन्माष्टमी पर्व की सभीको शुभकामनाएंदीं
Watch JANMASHTAMI WAS CELEBRATED IN OXFORD INTERNATIONAL SCHOOL HAMIRPUR With HD Quality
Devotional video | 18275 views
समस्त देशवासियों को स्वतंत्रता दिवस की हार्दिक शुभकामनाएं।
#independenceday #independenceday75
अभीतक के साथ देखिये मण्डल मुरादाबाद की सभी महत्वपूर्ण और बड़ी खबरें |
Abhitak Live | Abhitak | News | Abhitak News
अभीतक चैनल मुरादाबाद डिवीजन का एक लोकप्रिय हिंदी समाचार चैनल है।
हम राजनीति, खेल, सामाजिक, मनोरंजन और अन्य खबरों को कवर करते हैं , चैनल की दृष्टि 'सबकी खबर है, सब पर नज़र 24- घंटे' है।
अभीतक न्यूज़ चैनल लोगों में चैनल होने की ख्याति को बनाए रखता है। चैनल उन मुद्दों को उजागर करके समाज में अंतर लाने का काम करता है जो महत्व के हैं और लोगों के जीवन को प्रभावित करते हैं।
Official website: http://www.abhitaknews.in
Download Abhitak App: https://play.google.com/store/apps/details?id=softpro.abhitak
Like us on Facebook: https://www.facebook.com/AbhitakNewss
Follow us on Twitter http://twitter.com/abhitaknewss
Follow us on Instagram: https://www.instagram.com/abhitaknews/
LEENA SINGHAL & ASHISH SINGHAL - OXFORD PUBLIC CONVENT SCHOOL - NEHTAUR
News video | 16506 views
#bijnornews #bijnorkhabar #sambhalkhabar #sambhalnews #moradabadnews #moradabadkhabar
अभीतक के साथ देखिये मण्डल मुरादाबाद मंडल की सभी महत्वपूर्ण और बड़ी खबरें |
Abhitak Live | Abhitak | News | Abhitak News
अभीतक चैनल मुरादाबाद डिवीजन का एक लोकप्रिय हिंदी समाचार चैनल है।
हम राजनीति, खेल, सामाजिक, मनोरंजन और अन्य खबरों को कवर करते हैं , चैनल की दृष्टि 'सबकी खबर है, सब पर नज़र 24- घंटे' है।
अभीतक न्यूज़ चैनल लोगों में चैनल होने की ख्याति को बनाए रखता है। चैनल उन मुद्दों को उजागर करके समाज में अंतर लाने का काम करता है जो महत्व के हैं और लोगों के जीवन को प्रभावित करते हैं।
Official website: http://www.abhitaknews.in
Download Abhitak App: https://play.google.com/store/apps/details?id=softpro.abhitak
Like us on Facebook: https://www.facebook.com/AbhitakNewss
Follow us on Twitter http://twitter.com/abhitaknewss
Follow us on Instagram: https://www.instagram.com/abhitaknews/
OXFORD PUBLIC SCHOOL, NEHTAUR
News video | 203 views
মানুহৰ জীৱনৰ ধৰ্ম আৰু কৰ্ম কিহৰ দ্বাৰা পৰিচালিত হয়?
Vlogs video | 1278 views
ভগৱান শ্ৰীকৃষ্ণৰ জীৱন দৰ্শনৰ পৰা আমি কি কি কথা শিকা উচিত?
Vlogs video | 1299 views
চুতীয়া শব্দৰ উৎপত্তি আৰু চুতীয়া সকলৰ ইতিহাস
Vlogs video | 1114 views
Neel Akash live music show 2024 Rongali Bihu || Asin Ayang mane ki? ||
Vlogs video | 1357 views